ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଯୋଜନା

ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଯୋଜନା

ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହୋଇଗଲାଣି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ

Image Credit -Google

ଗରୁଡ଼ସ୍ତମ୍ଭ ଏତେ ଦୁର୍ବଳ ହାଇଗଲାଣି ଯେ ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ କେଉଁ ସମୟରେ କିଛି ବି ହେବାର ସମ୍ଭାବନା ରହିଛି

Image Credit -Google

ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି

Image Credit -Google

ଗରୁଡ଼ସ୍ତମ୍ଭକୁ ରୁପାରେ ଆଚ୍ଛାଦିତ କରିବା ପାଇଁ ୧୩୦ ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି

Image Credit -Google

ପଶ୍ଚିମବଙ୍ଗର ଜଣେ ଭକ୍ତ ଏହି ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି

Image Credit -Google

इस तरह का और Story's देखने केलिए यहां क्लिक करें

CLICK HERE

Arrow